ଖରିଆର: ଖଡ଼ିଆଳ ରାମସ୍ୱାମୀ ମନ୍ଦିରରେ ମା' ଦୁର୍ଗାଙ୍କ ଅପରାଜିତା ପୂଜା ଅନୁଷ୍ଠିତ
ନୂଆପଡ଼ା ଜିଲ୍ଲା ଖଡ଼ିଆଳ ରାମସ୍ୱାମୀ ମନ୍ଦିରରେ ବିଜୟା ଦଶମୀ ଅବସରରେ ମା' ଦୁର୍ଗାଙ୍କ ଅପରାଜିତା ପୂଜା ସମ୍ପନ୍ନ ହୋଇଛି। ନଅ ଦିନର ନବଦୁର୍ଗା ପୂଜା ପରେ ଆଜି ଦୈବୀ ଶକ୍ତିର ବିଜୟ ଉତ୍ସବକୁ ସାତ୍ତ୍ୱିକ ରୀତିନୀତିରେ ପାଳନ କରାଯାଇଛି।