କୋଟପାଡ: କୋଟପାଡ଼ରେ ସାଂସଦ ବଳଭଦ୍ର ମାଝୀଙ୍କୁ ସମ୍ବର୍ଦ୍ଧନା: ରେଲୱେ ବିକାଶ ନେଇ ହେଲା ଆଲୋଚନା
କୋଟପାଡ଼ରେ ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀଙ୍କୁ ସ୍ୱାଗତ ଜଣାଇଲେ ବିଧାୟକ ରୁପୁ ଭତ୍ରା । ରେଲୱେ ସମିତିରେ ସଦସ୍ୟ ଭାବେ ପୁନର୍ବାର ଦାୟିତ୍ୱ ପାଇଥିବାରୁ ସାଂସଦଙ୍କୁ ଶୁଭେଚ୍ଛା । ଅଞ୍ଚଳର ରେଳ ସମସ୍ୟା ଓ ବିକାଶ ନେଇ ହେଲା ଆଲୋଚନା ।