ବିରିଡି: ବିରିଡି ଦଣ୍ଡିଲୋରେ ଭକ୍ତିମୟ ପରିବେଶରେ ପାଳିତ ହେଲା ଶ୍ରୀ ଶ୍ରୀ ଭାଗବତ ଜନ୍ମଉତ୍ସବ
ବିରିଡି ବ୍ଲକ ଦଣ୍ଡିଲୋ ମହାବୀର ମନ୍ଦିର ପ୍ରାଙ୍ଗଣରେ ଜଗନ୍ନାଥ ସଂସ୍କୃତି ପରିଷଦ ଓ ଭାଗବତ ଟୁଙ୍ଗୀ ଆନୁକୂଲ୍ୟରେ ଭାଗବତ ଜନ୍ମଉତ୍ସବ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ହୋମଯଜ୍ଞ, ପୋଥି ପୂଜା ସହ ଭାଗବତ ପଠନ ଓ ଚର୍ଚ୍ଚା କରାଯାଇଥିଲା।