ଚମ୍ପୁଆ: ଚିମିଳା ଗାଁ ରେ ଚୋରା ମଦ କାରବାର ବେଳେ ଏକ କାରକୁ ଅଟକ ରଖି ପୋଲିସ ର ଜିମା ଦେଲେ ଗ୍ରାମ ବାସୀ କାର ଜବତ ତିନି ଗିରଫ
ଚୋରା ଦେଶୀ ମଦ କାରବାର ବେଳେ ଏକ କାରକୁ ଅଟକ ରଖି ପୋଲିସ୍ କୁ ଖବର ଦେଲେ ଚିମିଳା ଗ୍ରାମ ବାସୀ ଏହି ମାମଲାରେ ତିନିଜଣଙ୍କୁ ଗିରଫ କରିବା ସହ କାର ଜବତ କରି ଆଜି ଚାରିଟା ବେଳେ ଏକ ମାମଲା ରୁଜୁ କରିଛି ପୋଲିସ