ବେତନଟୀ ମୁଖ୍ୟ ବଜାର କଙ୍କାକାଳିଆ ଛକରେ ଟ୍ରେନ ଅତିକ୍ରମ ସମୟରେ ଫାଟକ ବନ୍ଦ ରଖାଯାଇଥିବା ବେଳେ ଏକ ବୁଲା ଷଣ୍ଢ ରେଳଫାଟକ ବୁମକୁ ଭାଙ୍ଗି କ୍ଷତିଗ୍ରସ୍ତ କରିବାରୁ ଟ୍ରେନ ଅତିକ୍ରମ କରିବାପରେ ସୁଦ୍ଧା ଫାଟକ ନଖୋଲିବାରୁ ରବିବାର ଅପରାହ୍ନ ଦୁଇଟାରେ ଅଧଘଣ୍ଟାରୁ ଉର୍ଦ୍ଧ୍ୱ ସମୟ ଧରି ଯାତାୟାତ ଠପ ହେବା ସହିତ ଉଭୟ ପାର୍ଶ୍ଵରେ ଅଟକି ରହିଲା ଶହ ଶହ ଯାନବାହନ l