ତାଳଚେର ସଦର: ଗୋପାଳପ୍ରସାଦ ହିଙ୍ଗୁଳା ପିଠିରେ ବିଶ୍ୱଶାନ୍ତି ଚଣ୍ଡି ମହାଯଜ୍ଞରେ ଯୋଗଦେଲେ ବିଧାୟକ
ତାଳଚେର ସ୍ଥିତ ଗୋପାଳପ୍ରସାଦର ଅଧିଷ୍ଠାତ୍ରୀ ଦେବୀ ମା ହିଙ୍ଗୁଳାଙ୍କ ପୀଠରେ ପାଞ୍ଚଦିନ ବ୍ୟାପି ଅନୁଷ୍ଠିତ ହୋଇଥିବା ବିଶ୍ଵଶାନ୍ତି ଶ୍ରୀ ଚଣ୍ଡି ମହାଯଜ୍ଞ ଚତୁର୍ଥ ଦିନରେ ମଙ୍ଗଳବାର ସନ୍ଧ୍ୟା ୭ ଘଟିକା ସମୟରେ ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ ଯୋଗଦାନ କରି ମା ହିଙ୍ଗୁଳାଙ୍କ କୃପା ଭିକ୍ଷା କରିବା ସହିତ ଜଗତର କଲ୍ୟାଣ ନିମନ୍ତେ କାମନା କରିଥିଲି ।