ପରଜଙ୍ଗ: ସ୍ତ୍ରୀର ମାନ୍ୟତା ଦାବୀରେ ଧାରଣା, ବସନ୍ତପଡ଼ା ଗାଁ ଠାରେ ଭିନ୍ନକ୍ଷମ ଯୁବତୀ ରଖିଲେ ପ୍ରତିକ୍ରିୟା
ସ୍ତ୍ରୀ ର ମାନ୍ୟତା ଦାବୀରେ ଧାରଣା, ବସନ୍ତପଡ଼ା ଗାଁ ଠାରେ ଭିନ୍ନକ୍ଷମ ଯୁବତୀ ରଖିଲେ ପ୍ରତିକ୍ରିୟା ପରଜଙ୍ଗ ଥାନା ବସନ୍ତପଡା ଗାଁରେ ସ୍ପର୍ଶକତାର ଘଟଣା ଦେଖିବାକୁ ମିଳିଛି। ଜଣେ ଭିନ୍ନକ୍ଷମ ଯୁବତୀଙ୍କୁ ପ୍ରେମ କରି ଘର ଭିତରେ ନିଆଁ ଲଗେଇ ଜାଳିଦେବା ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଯାହା ଅଭିଯୋଗ କରିଛନ୍ତି ଭିନ୍ନକ୍ଷମ ଯୁବତୀ ଜଣଙ୍କ, ଏପରିକି ସେ ଅଗ୍ନିକାଣ୍ଡରେ ଆହତ ହୋଇଥିବା ଜଣାପଡିଛି। ସେପଟେ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି। ଆଜକୁ ପ୍ରାୟ ୨୦ ଦିନ ହେବ ଭିନ୍ନକ୍ଷମ ଯୁବତୀ ଜଣଙ୍କ ଧାରଣା ଦେବା ସହ ବୁଧବାର ଅପରାହ୍ନ ୧ଟାରେ ପ୍ରତିକ୍ରିୟା