ସୁନ୍ଦରଗଡ ସହର: ଟାଉନଥାନା ପୋଲିସ ସାଇବିହାର ବିଶାଳ ମେଗାମାର୍ଟ ସମ୍ମୁଖ ରାସ୍ତାରୁ ଡ୍ରଙ୍କ ଆଣ୍ଡ ଡ୍ରାଇଭ୍ ମାମଲାରେ ଏକ ବାଇକ୍ ଚାଳକକୁ ଧରି ଥାନାରେ ଅଟକ ରଖିଛି
ସୁନ୍ଦରଗଡ ଶନିବାର ରାତି ୧୦ ଟା ସମୟର ସୂଚନା ଅନୁଯାୟୀ ଟାଉନ ଥାନା ପୋଲିସ ସାଇ ବିହାର ମେନ୍ ରୋଡ ବିଶାଳ ମେଗା ମାର୍ଟ ସମ୍ମୁଖରୁ ଡ୍ରଙ୍କ ଆଣ୍ଡ ଡ୍ରାଇଭ୍ ମାମଲାରେ ଜଣେ ବାଇକ୍ ଚାଳକ କୁ ଧରି ଥାନାରେ ଅଟକ ରଖିଥିବା ସୂଚନା ମିଳିଛି