Public App Logo
Jansamasya
News
पुलिस
Maharashtra
Bjp
National
Police
Bihar
कांग्रेस
Congress
Modi
Delhi
Viral
Up
अमित_शाह
Bollywood
Breakingnews
Narendramodi
Madhya_pradesh
Pmmodi
Rahulgandhi
यूपी
Uttarpradesh
Haryana
Cricket
Lucknow
Uttarakhand
Sambalpur
Crimenews
Karnataka

ପାଲଲହଡା: ରେଙ୍ଗାଳୀ ପ୍ରୋଜେକ୍ଟ ଉଚ୍ଚ ବିଦ୍ୟାଳୟ ଓ କଲେଜର ୫୦ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ

Palalahada, Angul | Dec 29, 2025
ରେଙ୍ଗାଳୀ ପ୍ରୋଜେକ୍ଟ ଉଚ୍ଚ ବିଦ୍ୟାଳୟ ଓ ପ୍ରୋଜେକ୍ଟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୫୦ ତମ ବାର୍ଷିକ ଉତ୍ସବ ସୋମବାର ସକାଳ ୧୦ ଘଟିକା ସମୟରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ କର୍ମଚାରୀ ତଥା ଛାତ୍ର ଛାତ୍ରୀ ସମସ୍ତଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇ ଶିକ୍ଷା ଦ୍ୱାରା ମଣିଷର ଚରିତ୍ର ଓ ଜୀବନ ମୂଳଲକ୍ଷ କିପରି ନିର୍ଧାରିତ କରିପାରିବା ସେ ବିଷୟରେ ମାର୍ଗଦର୍ଶନ ମାର୍ଗ ଦର୍ଶନ ଦେଇଥିଲେ ମୁଖ୍ୟ ଅତିଥି ବିଧାୟକ ଅଶୋକ ମହାନ୍ତି ।
ପାଲଲହଡା: ରେଙ୍ଗାଳୀ ପ୍ରୋଜେକ୍ଟ ଉଚ୍ଚ ବିଦ୍ୟାଳୟ ଓ କଲେଜର ୫୦ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ - Palalahada News