ତଲସରା: ଫୁଲବାରି ଗ୍ରାମରୁ ସାଢ଼େ ସାତ ଫୁଟ ଲମ୍ବାର ବିରଳ ପ୍ରଜାତିର ଅଜଗର ସାପ ଉଦ୍ଧାର
ସୁନ୍ଦରଗଡ଼ ଜିଲ୍ଲାର ବଡ଼ଗାଁ ବ୍ଳକ ଅନ୍ତର୍ଗତ ଫୁଲବାରି ଗ୍ରାମ ପଞ୍ଚାୟତର ଫୁଲବାରି ଗ୍ରାମ ର ଜୈନିକ ବ୍ୟକ୍ତି ଙ୍କର ବାଡ଼ି ପଟେ ଏକ ଅଜଗର ସାପ ବାହାରିଥିଲା। ବଡ଼ଗାଁ ର ସ୍ବେଚ୍ଛାସେବୀ ସାପ ଧରାଳି ମହେନ୍ଦ୍ର କୁମାର ନାଏକ ଘଟଣା ସ୍ଥଳକୁ ଯାଇ ସାପ କୁ ଧରି ମହାବୀର ପାହାଡ଼ ତଳ ଜଙ୍ଗଲରେ ଛାଡ଼ି ଦେଇଛନ୍ତି।