ଦଳୀୟ ସୁପ୍ରିମୋ ତଥା ବିଜେଡ଼ି ରାଜ୍ୟ ସଭାପତି ନବୀନ ପଟ୍ଟନାୟକଙ୍କର ଅନୁମୋଦନ କ୍ରମେ ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ବିଜେଡ଼ି ବ୍ଳକ ସଭାପତି ମାନଙ୍କର ନାମ ଘୋଷଣା କରାଯାଇଛି। ତଲସରା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବଡ଼ଗାଁ ବ୍ଳକର ସଭାପତି ଭାବେ ଯୋଗିନ୍ଦ୍ର କିଷାନ, ସବଡେଗା ବ୍ଳକ ସଭାପତି ଭାବେ ମହମ୍ମଦ ଜମିଲଉଦ୍ଧିନ ବାଲିଶଙ୍କରା ବ୍ଳକ ସଭାପତି ଭାବେ ରାଜକୁମାର ଶତପଥୀ ମନୋନୀତ ହୋଇଛନ୍ତି। ଏମାନଙ୍କୁ ବିଭିନ୍ନ ମହଲରେ ସ୍ବାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି।