ସୁନ୍ଦରଗଡ଼ ଜିଲ୍ଲାର ବଡ଼ଗାଁ ବ୍ଳକ ଅନ୍ତର୍ଗତ ତୁଡାଲଗା ଗ୍ରାମ ପଞ୍ଚାୟତର ଜାଙ୍ଗଲି ଗ୍ରାମ ରେ ଆଜି ଆନୁଷ୍ଠାନିକ ଭାବେ ଫୁଟବଲ ପ୍ରତିଯୋଗିତା ଆନୁଷ୍ଠାନିକ ଭାବେ ଉଦଘାଟନ ହୋଇଛି। ଏହି କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଙ୍କର ବଡ଼ଗାଁ ପ୍ରତିନିଧି ଶିଶିର ରାଉତରାୟ ମୁଖ୍ୟ ଅତିଥି ଭାବ ରେ ଅଂଶଗ୍ରହଣ କରି କାର୍ଯ୍ୟକ୍ରମ କୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ।