ଆଦିତ୍ୟ ଆଲୁମିନିୟମ୍ ଲପଙ୍ଗା ଓ ସ୍ବାଧିନ ଏକତା ସଂଗଠନ ର ମିଳିତ ଅନୁକୂଳ ରେ ରାଜୀବ ଭବନ, ଲପଙ୍ଗାରେ ମାଗଣା ସ୍ବାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ l ଲପଙ୍ଗା ସ୍ଥିତ ରାଜୀବ ଭବନ ଠାରେ ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଥିଲା। ଏହି ମାଗଣା ସ୍ବାସ୍ଥ୍ୟ ସେବା ଶିବିର ରେ ଏକ ଦକ୍ଷ ଓ ବିଶେଷଜ୍ଞ ଡାକ୍ତର ଦଳ ଉପସ୍ଥିତ ରହି ସାଧାରଣ ଲୋକଙ୍କୁ ସମ୍ପୂର୍ଣ୍ଣ ଚିକିତ୍ସା ପରାମର୍ଶ ଓ ଚିକିତ୍ସା ସେବା ଯୋଗାଇଦେଇଥିଲେ l ଏହି ଶିବିରରେ ଗାୟତ୍ରୀ ଗ୍ରୁପ ଅଫ ଇନଷ୍ଟିଚୁଟ, ସମ୍ବଲପୁର ପକ୍ଷରୁ ଏକ ଫିଜିଓଥେରାପିଷ୍ଟ, ଫାର୍ମାସିଷ୍ଟ, ନର୍ସିଂ ଓ ପାରାମେଡିକାଲ୍ କର୍ମଚାରୀମାନେ ସହଯୋଗ ପ୍ରଦାନ କରିଥ