ଯାଜପୁର: ଯାଜପୁର ଟାଉନ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ କୃଷକ ମାନଙ୍କ ବିଭିନ୍ନ ଦାବି ନେଇ ଜିଲ୍ଲା କଂଗ୍ରେସ ପକ୍ଷରୁ ଗଣଧାରଣା
Jajapur, Jajpur | Nov 10, 2025 ଯାଜପୁର ଟାଉନ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ କୃଷକ ମାନଙ୍କ ବିଭିନ୍ନ ଦାବି ନେଇ ଜିଲ୍ଲା କଂଗ୍ରେସ ପକ୍ଷରୁ ଗଣଧାରଣା । ଜିଲ୍ଲା କଂଗ୍ରେସ ସଭାପତିଙ୍କ ନେତୃତ୍ୱରେ ରାଜ୍ୟ ଚାଷୀ କଂଗ୍ରେସ ଉପସଭାପତି ତଥା ପୂର୍ବତନ ମନ୍ତ୍ରୀ ଦେବାଶିଷ ନାୟକ, ବିଧାୟକ ପ୍ରାର୍ଥୀ କିଷାନ ପଣ୍ଡା, ବରିଷ୍ଠ ନେତ୍ରୀ କନକ ଲତା ମଲ୍ଲିକଙ୍କ ସମେତ ବହୁ ବରିଷ୍ଠ ନେତୃତ୍ୱ ମାନେ ଏହି ଗଣଧାରଣାରେ ସାମିଲ ହୋଇ ଚାଷୀ ମାନଙ୍କର ସ୍ଵର ହୋଇ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଉପରେ ଗର୍ଜିଥିଲେ।