ସୁନ୍ଦରଗଡ ସହର: ବି ଏସ ହାଇ ସ୍କୁଲ ରେ ଆସ ସ୍କୁଲ ଯିବା ପଦ ଯାତ୍ରା କାର୍ଯ୍ୟକ୍ରମ ଯୋଗ ଦେଲେ କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମ ଏବଂ ଉପ ବାଚସ୍ପତି
ସୁନ୍ଦରଗଡ ଶୁକ୍ରବାର ଦିନ ୧୧ ଟା ସମୟରେ ବି ଏସ ହାଇ ସ୍କୁଲ ରେ ଆସ ସ୍କୁଲ ଯିବା ପଦ ଯାତ୍ରା କାର୍ଯ୍ୟକ୍ରମ ଯୋଗ ଦେଲେ ଭାର ପ୍ରାପ୍ତ ଜିଲ୍ଲା ଶିକ୍ଷାଧିକାରୀ ଓ ପୌର ପରିଷଦ ଅଧ୍ୟକ୍ଷା ଏବଂ ଜିଲ୍ଲାପାଳ ଓ କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମ ଓ ଉପ ବାଚସ୍ପତି।