ସୁକିନ୍ଦା: କୋରେଇ: ଅସୁସ୍ଥ ଶିବ ଚରଣ ମାଝିଙ୍କୁ ଭେଟିଲେ ସ୍ଥାନୀୟ ପ୍ରତିନିଧି
Sukinda, Jajpur | Oct 24, 2026 କୋରେଇ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବଡ଼ ବିରୁଆଁ ପଞ୍ଚାୟତର ଶିବ ଚରଣ ମାଝି ଅସୁସ୍ଥ ଥିବା ଖବର ପାଇ ତାଙ୍କ ବାସଭବନରେ ପହଞ୍ଚି ଭଲମନ୍ଦ ପଚାରି ବୁଝିଲେ ସ୍ଥାନୀୟ ପ୍ରତିନିଧି। ଶିବ ଚରଣ ମାଝିଙ୍କ ଆଶୁ ଆରୋଗ୍ୟ କାମନା କରାଯାଇଛି।