କାମାକ୍ଷାନଗର: ଅନ୍ତୋଦୟ ଗୃହ ଯୋଜନାର ଆଭାସି ବୈଠକ ଅନୁଷ୍ଠିତ କାମାକ୍ଷାନଗର ବ୍ଲକରେ ରବିବାର ୧୨ଟାରେ ଉପସ୍ଥିତ ରହିଲେ ବିଡ଼ିଓ ପ୍ରଭୁକଲ୍ୟାଣ ଦାସ
ଅନ୍ତୋଦୟ ଗୃହ ଯୋଜନାର ଆଭାସି ବୈଠକ ଅନୁଷ୍ଠିତ କାମାକ୍ଷାନଗର ବ୍ଲକରେ ରବିବାର ୧୨ଟାରେ ଉପସ୍ଥିତ ରହିଲେ ବିଡ଼ିଓ ପ୍ରଭୁକଲ୍ୟାଣ ଦାସ ।ଢେଙ୍କାନାଳ ଜିଲା କାମାକ୍ଷାନଗର ବ୍ଲକରେ ରବିବାର ଅନୁଷ୍ଠିତ ହୋଇଯାଇଛି ଆଭାସି ମାଧ୍ୟମରେ ଅନ୍ତୋଦୟ ଗୃହ ଯୋଜନାର କାର୍ଯ୍ୟକ୍ରମ ।ଏଠାରେ ଉପସ୍ଥିତ ରହିଲେ ବିଡ଼ିଓ ପ୍ରଭୁକଲ୍ୟାଣ ଦାସ,ଯନ୍ତ୍ରୀ ମନୋଜ ଦାସ,ଗିରିଷ ଦାସଙ୍କ ସମେତ ଅନ୍ୟମାନେ ।