ପାଟକୁରା: ହୁରାସାହି-ସାନ କୋରୁଆ ରାସ୍ତା କାମରେ ଦୁର୍ଣ୍ଣିତି ଅଭିଯୋଗ
ପାଟକୁରା ନିର୍ବାଚନ ମଣ୍ଡଳୀର ହୁରାସାହି-ସାନ କୋରୁଆ ରାସ୍ତା ନିର୍ମାଣରେ ଦୁର୍ଣ୍ଣିତି। ଆର୍ ଡି ବିଭାଗର ଅଧିକାରୀଙ୍କ ଅନୁପସ୍ଥିତିରେ ଚାଲିଛି ଢଳେଇ କାମ। ଠିକାଦାରଙ୍କ ମନଇଚ୍ଛା କାମ ଯୋଗୁଁ ରାସ୍ତାର ସ୍ଥାୟିତ୍ଵ ନେଇ ଉଠିଲା ପ୍ରଶ୍ନ।