ବେତନଟୀ ଡାକ୍ତରଖାନାରେ ଚଳିତମାସ ୬ତାରିଖରେ ଜନୈକା ଅବିବାହିତା କଲେଜ ଯୁବତୀ ପ୍ରସବର ଧାର୍ଯ୍ୟ ସମୟ ପୂର୍ବରୁ ଏକ କନ୍ୟାସନ୍ତାନକୁ ଜନ୍ମ ଦେଇଥିବା ବେଳେ ବାରିପଦା ଜିଲ୍ଲମୁଖ୍ୟ ଡାକ୍ତରଖାନାର ଏସଏନସିୟୁରେ ଚିକିତ୍ସାଧୀନ ନବଜାତ ଶିଶୁକନ୍ୟାର ମୃତ୍ୟୁ ଘଟଣାରେ ରବିବାର ଅପରାହ୍ନରେ ଚାରିଟରେ ୫୩ ନମ୍ବରରେ ଅପମୃତ୍ୟୁ ମାମଲା ରୁଜୁକରି ଶଵ ବ୍ୟବଚ୍ଛେଦ କରାଇଲା ବେତନଟୀ ପୁଲିସ l