କୁଜଙ୍ଗ: ବାଲିତୁଠ-ନୂଆଗାଁ ରାସ୍ତାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୧୯ ବର୍ଷୀୟ ଯୁବକ ମୃତ
ବାଲିତୁଠ-ନୂଆଗାଁ ରାସ୍ତାରେ ଅଜଣା ଗାଡ଼ି ଧକ୍କାରେ ଜେ ଏସ୍ ଡବ୍ଲ୍ୟୁ କମ୍ପାନୀର ହେଲ୍ପର ବାପି ପରିଡ଼ାଙ୍କ ମୃତ୍ୟୁ । ବାରିହା ଡିଆ ଗ୍ରାମର ୧୯ ବର୍ଷୀୟ ବାପି କାମ ସାରି ଫେରୁଥିବା ବେଳେ ଘଟିଲା ଦୁର୍ଘଟଣା । କୁଜଙ୍ଗ ମେଡିକାଲରେ ଡାକ୍ତର ମୃତ ଘୋଷଣା କଲେ ।