ସୋର: ସୋର ଉତ୍ତରେଶ୍ୱର ଦୁର୍ଗାପୂଜା ମଣ୍ଡପରେ ରକ୍ତଦାନ ଶିବିର, ସଂଗୃହିତ ହେଲା 81 ୟୁନିଟ ରକ୍ତ
Soro, Balasore | Oct 22, 2026 ସୋର ଉତ୍ତରେଶ୍ୱର ସାର୍ବଜନୀନ ଦୁର୍ଗାପୂଜା କମିଟି ପକ୍ଷରୁ ଆୟୋଜିତ ରକ୍ତଦାନ ଶିବିରରେ ମୋଟ 81 ୟୁନିଟ ରକ୍ତ ସଂଗୃହିତ ହୋଇଛି। ପ୍ରାକ୍ତନ ବିଧାୟକ ପର୍ଶୁରାମ ଧଡ଼ା ଏହାକୁ ଉଦଘାଟନ କରିଥିଲେ।