ସୁନ୍ଦରଗଡ ସହର: ଚନ୍ଦଲି ରେ ବେଆଇନ ଚୋରା ମଦ ନେଇ ଯାଉ ଥିବା ଏକ କାର କୁ ଜବତ କଲା ଜିଲ୍ଲା ଅବକାରୀ ବିଭାଗ ପୋଲିସ ଜଣେ ଅଭିଯୁକ୍ତ ଗିରଫ କୋର୍ଟ ଚାଲାଣ
ସୁନ୍ଦରଗଡ ବୁଧବାର ଦିନ ୧୧ ଟା ସମୟର ସୂଚନା ଅନୁଯାୟୀ ଦର୍ଲିପାଲି ଚନ୍ଦଲି ରେ ବେଆଇନ ଚୋରା ମଦ ନେଇ ଯାଉ ଥିବା ଏକ କାର କୁ ଜବତ କଲା ଜିଲ୍ଲା ଅବକାରୀ ବିଭାଗ ପୋଲିସ ଜଣେ ଅଭିଯୁକ୍ତ ଗିରଫ କୋର୍ଟ ଚାଲାଣ