ତଲସରା: ମହାବୀର ପାହାଡ଼ ତଳ ଜଙ୍ଗଲରେ ରହିଥିବା ବଣୁଆ ହାତୀ ପଲ ଫେରିଲେ ଉଦାରମା ଜଙ୍ଗଲକୁ
ସୁନ୍ଦରଗଡ଼ ଜିଲ୍ଲାର ତଲସରା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବଡ଼ଗାଁ ବନାଞ୍ଚଳ ଅନ୍ତର୍ଗତ ମହାବୀର ପାହାଡ଼ ତଳ ଜଙ୍ଗଲରେ ଗତ କିଛିଦିନ ହେଲା ରହୁଥିବା ବଣୁଆ ହାତୀ ପଲ ଆଜି ମହାବୀର ପାହାଡ଼ ତଳ ଜଙ୍ଗଲକୁ ଫେରିଛନ୍ତି। ବଡ଼ଗାଁ ଵନ ବିଭାଗ ପକ୍ଷରୁ ଏହି ବଣୁଆ ହାତୀ ପଲ ପୁଣି ଝାରଖଣ୍ଡ ମୁହାଁ ହୋଇଥିବା ସୂଚନା ମିଳିଛି।