ବିଷମକଟକ: ରାୟଗଡ଼ାରେ ଆରମ୍ଭ ହେଲା ‘ନମୋ ସେବା ଗାଥା’ ପଥପ୍ରାନ୍ତ ନାଟକ
ରାୟଗଡ଼ା ଜିଲ୍ଲାରେ ସେବା ସଂକଳ୍ପ ଅଭିଯାନ ଅଧୀନରେ ଆରମ୍ଭ ହୋଇଛି ‘ନମୋ ସେବା ଗାଥା’ ପଥପ୍ରାନ୍ତ ନାଟକ। ଏହି ନାଟକ ମାଧ୍ୟମରେ ଗ୍ରାମାଞ୍ଚଳର ଲୋକଙ୍କୁ ବିଭିନ୍ନ ଜନକଲ୍ୟାଣମୂଳକ ଯୋଜନା ଓ ସରକାରୀ ସେବା ସମ୍ପର୍କରେ ସଚେତନ କରାଯାଉଛି।