ରାଜ୍ୟସ୍ତରୀୟ ଟିଟିଲାଗଡ କପ ୨୦୨୫ ର ସପ୍ତମ ଲିଗ୍ ମ୍ୟାଚ ବଲାଙ୍ଗୀର ୱେଷ୍ଟର୍ନ ଇଲିଭେନ୍ ଓ କଳାହାଣ୍ଡି ଜିଲ୍ଲାର ଶାନ୍ତପୁର ମଧ୍ୟରେ ଖେଳା ଯାଇଥିଲା। ଏଥିରେ ପ୍ରଥମେ ବ୍ୟାଟିଂ କରିଥିଲା କଳାହାଣ୍ଡି ଶାନ୍ତପୁର ଟିଁମ, ୧୬ ଓଭରରେ ୭ ୱିକେଟ ବିନିମୟରେ କରିଥିଲେ ୧୧୦ ରନ । ତେବେ ଏହି ଲକ୍ଷକୁ ପିଛା କରି ମାତ୍ର ଏକ ୱିକେଟ ୧୧.୨ ବଲରେ ମାତ୍ର ଏକ ୱିକେଟ ବିନିମୟରେ ଲକ୍ଷକୁ ହାସଲ କଲେ ବଲାଙ୍ଗୀର ୱେଷ୍ଟର୍ଣ୍ଣ ଇଲେଭେନ୍ ଟିମ୍। ବଲାଙ୍ଗୀର ପକ୍ଷରୁ ସ୍ଵୟମ ସାହାଣୀ ୨୭ ବଲରେ ୫୦ ରନ ମାରି ମ୍ୟାନ୍ ଅଫ ଦି ମ୍ୟାଚ୍ ବିବେଚିତ ହୋଇଛନ୍ତି। ଏହି ଅବସରରେ ଖେଳାଳୀ ମାନଙ୍କୁ ଉତ୍ସାହିତ କରିବା ପାଇଁ ବିଜ