ସୁନ୍ଦରଗଡ଼ ଜିଲ୍ଲାର ତଲସରା ଥାନା ଅଞ୍ଚଳର ଜଣେ ବିବାହିତା ମହିଳା ଙ୍କର ଅସଞ୍ଜତ ଅବସ୍ଥାରେ ରହିଥିବା ଭିଡିଓ ଭାଇରାଲ ହୋଇଥିବା ଘଟଣା କୁ ନେଇ ଉଭୟ ସ୍ବାମୀ ସ୍ତ୍ରୀ ତଲସରା ଥାନା ରେ ପହଞ୍ଚିଥିଲେ। ତେବେ ଘଟଣାର ଆପୋଷ ସମାଧାନ ହୋଇଛି। ବିବାହିତ ମହିଳା ଙ୍କର ସୁନ୍ଦରଗଡ଼ ଅଞ୍ଚଳର ଜଣେ ଯୁବକ ସହ ଅନୈତିକ ସମ୍ପର୍କ ରହିଥିଲା ଏହି ଯୁବକ ଭିଡିଓ ଭାଇରାଲ କରିଥିଲେ।