Public App Logo
Jansamasya
News
पुलिस
Maharashtra
Bjp
National
Police
Bihar
India
Gujarat
भाजपा
Congress
Modi
Delhi
Viral
Bollywood
दिल्ली
Patna
Breakingnews
Narendramodi
Madhya_pradesh
Nsui
Madhyapradesh
Pmmodi
Rahulgandhi
यूपी
Bhopal
सपा
Uttarpradesh
Haryana

#କୋରାପୁଟ_ଜିଲ୍ଲା_ନନ୍ଦପୁର_ବ୍ଲକ_ବାଡେଲ_ପଞ୍ଚାୟତ_ଅଧୀନ_ଖଟଲାପୁଟ ଗ୍ରାମରେ ଚାଲୁଥିବା ବେଆଇନ ପିଚୁ ପ୍ଲାଣ୍ଟକୁ ତୁରନ୍ତ ବନ୍ଦ କରିବା ଦାବିରେ ଗ୍ରାମବାସୀ କୋରାପୁଟ ଅତିରିକ୍ତ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। #Koraput #Nandapur #Khatlaput #OdishaNews #Jeypore #BreakingNews #Environment #LocalNews

Koraput Town, Koraput | Jul 31, 2026

MORE NEWS

ଜୟପୁର ପୋଲିସର ପରିବା ପନିଆଁ ଉପରେ ପ୍ରଶ୍ନ, ଜାତୀୟ ରାଜପଥ ଅବରୋଧ, ସମଷ୍ୟାରେ ସାଧାରଣ ଲୋକ, ଅଚିନ୍ତାରେ ପୋଲିସ,24 ଘଣ୍ଟା ପରେବି ହତ୍ୟାକାରୀକୁ ଗିରଫ କରାଯାଇନଥିବା ରୁ ପରିବାର ଲୋକଙ୍କ ଅସନ୍ତୋଷ, ଗତକାଲି ଛାତ୍ରଙ୍କ ହତ୍ୟା ହୋଇଥିବା ଅଭିଯୋଗ ହୋଇଛି

ଜୟପୁର ପୋଲିସର ପରିବା ପନିଆଁ ଉପରେ ପ୍ରଶ୍ନ, ଜାତୀୟ ରାଜପଥ ଅବରୋଧ, ସମଷ୍ୟାରେ ସାଧାରଣ ଲୋକ, ଅଚିନ୍ତାରେ ପୋଲିସ,24 ଘଣ୍ଟା ପରେବି ହତ୍ୟାକାରୀକୁ ଗିରଫ କରାଯାଇନଥିବା ରୁ ପରିବାର ଲୋକଙ୍କ ଅସନ୍ତୋଷ, ଗତକାଲି ଛାତ୍ରଙ୍କ ହତ୍ୟା ହୋଇଥିବା ଅଭିଯୋଗ ହୋଇଛି

Koraput Town, Koraput | Aug 1, 2026

ଜୟପୁର: ପୁଣି ବାରିଣୀପୁଟ ଛକରେ NH 26 ଅବରୋଧ। ରାସ୍ତାରେ ଶବ ରଖି ଧାରଣା ଦେଲେ ମୃତ ଛାତ୍ରଙ୍କ ସମ୍ପର୍କୀୟ। ଗତ କାଲି ମଧ୍ଯ ଅବରୋଧ କରିଥିଲେ #jeypore #koraput

ଜୟପୁର: ପୁଣି ବାରିଣୀପୁଟ ଛକରେ NH 26 ଅବରୋଧ। ରାସ୍ତାରେ ଶବ ରଖି ଧାରଣା ଦେଲେ ମୃତ ଛାତ୍ରଙ୍କ ସମ୍ପର୍କୀୟ। ଗତ କାଲି ମଧ୍ଯ ଅବରୋଧ କରିଥିଲେ #jeypore #koraput

Koraput Town, Koraput | Aug 1, 2026

ଧାନ ବିଲରେ ଗୁଞ୍ଜୁଛି ଆଦିବାସୀ ଗୀତ, ପରମ୍ପରାକୁ ଜୀବନ୍ତ ରଖୁଛନ୍ତି କୋରାପୁଟର ମହିଳା 

କୋରାପୁଟର ବିଭିନ୍ନ ଅଞ୍ଚଳରେ ବର୍ଷା ଋତୁ ସହ ଆରମ୍ଭ ହୋଇଛି ଧାନରୁଆ କାମ। ଧାନ ବିଲରେ ଏକାଠି ହୋଇ ମହିଳାମାନେ ପାରମ୍ପରିକ ଆଦିବାସୀ ଗୀତ ଗାଇ ଧାନରୁଆ କରୁଛନ୍ତି। ଏହି ସୁର କେବଳ କାମକୁ ସହଜ କରୁନାହିଁ, ବରଂ ପିଢ଼ି ପିଢ଼ି ଧରି ଚାଲିଆସୁଥିବା ଆଦିବାସୀ ସଂସ୍କୃତି ଓ ପରମ୍ପରାକୁ ମଧ୍ୟ ଜୀବନ୍ତ ରଖିଛି।
ପ୍ରକୃତି, ପରିଶ୍ରମ ଓ ଲୋକସଂସ୍କୃତିର ଏହି ଅନନ୍ୟ ସମନ୍ୱୟ କୋରାପୁଟର ପରିଚୟକୁ ଆହୁରି ସମୃଦ୍ଧ କରୁଛି।

ଆପଣଙ୍କ ଅଞ୍ଚଳରେ ମଧ୍ୟ ଏଭଳି ପାରମ୍ପରିକ ଧାନରୁଆ ଗୀତ ଶୁଣିବାକୁ ମିଳେ କି? କମେଣ୍ଟରେ ନିଶ୍ଚୟ ଜଣାନ୍ତୁ। 

#Koraput #ଧାନରୁଆ #ଆଦିବାସୀ_ଗୀତ #ପରମ୍ପରା #କୃଷି #OdiaCulture #VoiceOfKoraput

ଧାନ ବିଲରେ ଗୁଞ୍ଜୁଛି ଆଦିବାସୀ ଗୀତ, ପରମ୍ପରାକୁ ଜୀବନ୍ତ ରଖୁଛନ୍ତି କୋରାପୁଟର ମହିଳା କୋରାପୁଟର ବିଭିନ୍ନ ଅଞ୍ଚଳରେ ବର୍ଷା ଋତୁ ସହ ଆରମ୍ଭ ହୋଇଛି ଧାନରୁଆ କାମ। ଧାନ ବିଲରେ ଏକାଠି ହୋଇ ମହିଳାମାନେ ପାରମ୍ପରିକ ଆଦିବାସୀ ଗୀତ ଗାଇ ଧାନରୁଆ କରୁଛନ୍ତି। ଏହି ସୁର କେବଳ କାମକୁ ସହଜ କରୁନାହିଁ, ବରଂ ପିଢ଼ି ପିଢ଼ି ଧରି ଚାଲିଆସୁଥିବା ଆଦିବାସୀ ସଂସ୍କୃତି ଓ ପରମ୍ପରାକୁ ମଧ୍ୟ ଜୀବନ୍ତ ରଖିଛି। ପ୍ରକୃତି, ପରିଶ୍ରମ ଓ ଲୋକସଂସ୍କୃତିର ଏହି ଅନନ୍ୟ ସମନ୍ୱୟ କୋରାପୁଟର ପରିଚୟକୁ ଆହୁରି ସମୃଦ୍ଧ କରୁଛି। ଆପଣଙ୍କ ଅଞ୍ଚଳରେ ମଧ୍ୟ ଏଭଳି ପାରମ୍ପରିକ ଧାନରୁଆ ଗୀତ ଶୁଣିବାକୁ ମିଳେ କି? କମେଣ୍ଟରେ ନିଶ୍ଚୟ ଜଣାନ୍ତୁ। #Koraput #ଧାନରୁଆ #ଆଦିବାସୀ_ଗୀତ #ପରମ୍ପରା #କୃଷି #OdiaCulture #VoiceOfKoraput

Koraput Town, Koraput | Aug 1, 2026