ପାଟଣାଗଡ଼ ଅବକାରୀ ଥାନା ତରଫରୁ ବିଶ୍ଵସ୍ଥସୂତ୍ରରୁ ଖବର ପାଇ ଲରମ୍ଭା ଥାନା ରେଙ୍ଗାଲି ଗାଁ ରେ ଚଡାହୁ କରିଥିବା ବେଳେ ସେହି ଗାଁ ନିକଟରୁ ସମୀର ନାଏକ ଓ ଅର୍ଜୁନ ନାଏକ ଙ୍କ ନିକଟରୁ ୪୦ ଲିଟର ଦେସୀରନ୍ଧାମଦ ଜବତ କରିବା ସହିତ ବେଆଇନ ମଦକରବାର ଅଭିଯୋଗ ରେ ଦୁଇଜଣଙ୍କୁ ଗିରଫ କରି ଗୁରୁବାର ଅପରାହ୍ନ ରେ କୋର୍ଟ ଚାଲାଣ କରିଛନ୍ତି