ପଟ୍ଟାଙ୍ଗୀ: ଦିଲଦାର ଫୁଟବଲ ଟୁର୍ଣ୍ଣାମେଣ୍ଟ: ବୋରିଗୁମ୍ମାକୁ ହରାଇ ଫାଇନାଲରେ ଭଞ୍ଜନଗର
ନନ୍ଦପୁର ନେତାଜୀ ହାଇସ୍କୁଲ ପଡ଼ିଆରେ ଚାଲିଥିବା ଦିଲଦାର ଫୁଟବଲ ଟୁର୍ଣ୍ଣାମେଣ୍ଟର ପ୍ରଥମ ସେମିଫାଇନାଲରେ ବୋରିଗୁମ୍ମା ଦଳକୁ ହରାଇ ଫାଇନାଲରେ ପ୍ରବେଶ କଲା ଭଞ୍ଜନଗର ଦଳ। ଏହି ରୋମାଞ୍ଚକର ମ୍ୟାଚ ଦେଖିବାକୁ ମଇଦାନରେ ଦଶ ହଜାରରୁ ଅଧିକ ଦର୍ଶକଙ୍କ ଭିଡ଼ ଜମିଥିଲା।