ନୀଳଗିରି: କାଂଶ ବଜାର ପୂଜା ମଣ୍ଡପରେ ମା'ଙ୍କ ଆଶୀର୍ବାଦ ନେଲେ ନୀଳଗିରି ବିଧାୟକ ସନ୍ତୋଷ ଖଟୁଆ
ନୀଳଗିରି ବିଧାୟକ ସନ୍ତୋଷ କୁମାର ଖଟୁଆ କାଂଶ ବଜାର ପୂଜା ମଣ୍ଡପରେ ମା' ଦୁର୍ଗାଙ୍କୁ ଦର୍ଶନ କରିବା ସହ ଅଞ୍ଚଳବାସୀଙ୍କ ସୁଖ, ଶାନ୍ତି ଓ ସମୃଦ୍ଧି ପାଇଁ ପ୍ରାର୍ଥନା କରିଛନ୍ତି। ସେ ସମସ୍ତଙ୍କୁ ମହାନବମୀର ଶୁଭେଚ୍ଛା ଜଣାଇଛନ୍ତି।