ବୈଶିଙ୍ଗା ଥାନା ଅଧୀନ ଯୁଗଳ ଉପକଣ୍ଠ ଗୋବିନ୍ଦପୁର ଗ୍ରାମରେ ଜନୈକା ୨୩ବର୍ଷୀୟା ଦିବ୍ୟାଙ୍ଗ ଯୁବତୀ ନିଆଁରେ ପୋଡି ଗୁରୁତର ହେବାପରେ ମେଡିକାଲରୁ ସୁସ୍ଥହୋଇ ଘରକୁ ଫେରିଥିଲେ ସୁଦ୍ଧା ଶୁକ୍ରବାର ତାଙ୍କର ଆକସ୍ମିକ ମୃତ୍ୟୁରେ ଅପମୃତ୍ୟୁ ମାମଲା ରୁଜକରି ଶଵ ବ୍ୟବଚ୍ଛେଦ ପରେ ଶୁକ୍ରବାର ଅପରାହ୍ନ ତିନିଟାରେ ମୃତଦେହ ପରିବାରବର୍ଗଙ୍କୁ ହସ୍ତାନ୍ତର କଲା ବୈଶିଙ୍ଗା ପୁଲିସ l ମୃତା ଦିବ୍ୟାଙ୍ଗ ଯୁବତୀ ଜଣକ ହେଉଛନ୍ତି ସବିତା ମହାନ୍ତ l