ବାଲେଶ୍ବର ସଦର: ବାଲେଶ୍ୱର: ବନ୍ୟା ପ୍ରଭାବିତ ବଡ଼ ଗୋବରା ଅଞ୍ଚଳରେ ଶୁଖିଲା ଖାଦ୍ୟ ବଣ୍ଟନ
ବାଲେଶ୍ୱର ସଦର ବ୍ଲକ ଓଲନ୍ଦା ସାରଗାଁ ପଞ୍ଚାୟତର ବନ୍ୟା ପ୍ରଭାବିତ ବଡ଼ ଗୋବରା ଅଞ୍ଚଳରେ ସଦର ବିଜେପି ପକ୍ଷରୁ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଛି। ବିଧାୟକ ମାନସ କୁମାର ଦତ୍ତଙ୍କ ନିର୍ଦ୍ଦେଶ କ୍ରମେ ଦଳୀୟ କର୍ମୀମାନେ ପହଞ୍ଚି ବନ୍ୟା ଘେରରେ ଥିବା ଲୋକଙ୍କୁ ଏହି ସହାୟତା ପ୍ରଦାନ କରିଛନ୍ତି।