ପରଜଙ୍ଗ: ସିବୁଳାପଶି ଗାଁରେ ଚାଷୀଙ୍କ ଚିନ୍ତା ବଢ଼ାଇଛି ଜଙ୍ଗଲୀ ଜନ୍ତୁ। ମଞ୍ଚାରେ ବିତୁଛି ଚାଷୀଙ୍କ ଜୀବନ
ସିବୁଳାପଶି ଗାଁରେ ଚାଷୀଙ୍କ ଚିନ୍ତା ବଢ଼ାଇଛି ଜଙ୍ଗଲୀ ଜନ୍ତୁ। ମଞ୍ଚାରେ ବିତୁଛି ଚାଷୀଙ୍କ ଜୀବନ। ଚାଷୀଙ୍କ ଚିନ୍ତା ବଢ଼ାଇଛି ଜଙ୍ଗଲୀ ଜନ୍ତୁ।କାମାକ୍ଷାନଗର ବ୍ଲକ ଶିବୁଳପଶି ଗାଁରେ ବର୍ଷକର ଫସଲରେ ଦାଉ ସାଜିଛନ୍ତି ଏହି ଜଙ୍ଗଲୀ ଜନ୍ତୁ। ଧାର, କରଜ କରି କରିଥିବା ଧାନ ଫସଲକୁ ନେଇ ମଞ୍ଚାରେ ବିତୁଛି ଚାଷୀଙ୍କ ଜୀବନ। ଗୋଟିଏ ପଟେ ହାତୀ ଓ ବାରହାଙ୍କ ଉପଦ୍ରବର ଭୟ ଥିବା ବେଳେ ଅନ୍ୟପଟେ ବାଘ ଆତଙ୍କ ଚାଷୀଙ୍କ ମୁଣ୍ଡ ବିନ୍ଧାର କାରଣ ପାଲଟିଛି। ତଥାପି ପରିବାର ମୁହଁରେ ଆହାର ଯୋଗାଇବାକୁ ନିଜ ଜୀବନଙ୍କୁ ବାଜି ଲଗାଇ ରାତିରେ ଫସଲ ଜଗୁଛି ଚାଷୀ ଭାଇ। ଫସଲ ଅମଳ ସମୟରେ ଜଙ୍ଗଲି ଜନ୍ତୁ ଘଉଡ଼ାଇବା ସ