ଅମ୍ବାଭୋନା: ମାଁ ପଥରସେନୀ ପୀଠ ଯାଇ ମାଁ ଙ୍କ ଦର୍ଶନ କଲେ ଭଟଲି ବିଧାୟକ ଓ ଅଂଚଳ ବାସୀଙ୍କ ସହ ବିଭିନ୍ନ ବିଷୟରେ ଆଲୋଚନା କଲେ
ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ପ୍ରସିଦ୍ଧ ମାଁ ପଥରସେନୀ ପୀଠ କୁ ଆଜି ପାଖାପାଖି 12 PM ରେ ଯାଇ ମାଁ ଙ୍କ ଦର୍ଶନ କରିବା ପରେ ଅଂଚଳ ବାସି ଙ୍କ ସହ ମନ୍ଦିର ପରିସର ସୌନ୍ଦର୍ଯ୍ୟ କରଣ କିଭଳି କରାଯାଇପାରିବ ସେ ନେଇ ଆଲୋଚନା କରିଛନ୍ତି ଭଟଲି ବିଧାୟକ ଇରାଶିଷ ଆଚାର୍ଯ୍ୟ