କଟକ ପୌରାଞ୍ଚଳ: କଟକ: ଭାରତମାତା କ୍ଲବର ସମ୍ବର୍ଦ୍ଧନା ଉତ୍ସବ, ମହନ୍ତ ଭିକାରୀ ଦାସଙ୍କୁ ସେବା ସମ୍ମାନ
କଟକ ଚାନ୍ଦିନୀଚୌକ ବ୍ରାହ୍ମଣସାହିସ୍ଥିତ ଭାରତମାତା କ୍ଲବର ବାର୍ଷିକ ଗଣେଶ ପୂଜା ଅବସରରେ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ମହନ୍ତ ଭିକାରୀ ଦାସଙ୍କୁ ଭାରତମାତା କ୍ଳବ ସେବା ସମ୍ମାନ-2026 ପ୍ରଦାନ କରାଯାଇଛି। କାର୍ଯ୍ୟକ୍ରମରେ ମେୟର ଓ ବିଧାୟିକାଙ୍କ ସମେତ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।