ବିରିଡି: ତ୍ତିତ୍ତୋଲରେ ଅଜଣା ଯୁବକ ମୃତ ଶବ ଜବତ, ବିହାର ନିବାସୀ ହୋଇଥିବା ସନ୍ଦେହ
ତ୍ତିତ୍ତୋଲ ମହାନଦୀ ଓଳାଗଡ଼ ନିକଟରୁ ଜଣେ ଅଜଣା ଯୁବକଙ୍କ ଶବ ଜବତ ହୋଇଛି। ତାଙ୍କର ପକେଟରୁ ଏକ ଆଧାର କାର୍ଡ ମିଳିଛି ଯାହାଠାରୁ ସେ ବିହାର ରାଜ୍ୟର ଥିବା ସୂଚିତ। ପୋଲିସ ଏହାକୁ ଅପମୃତ୍ୟୁ ମାମଲା ଭାବରେ ଲଖି ତଦନ୍ତ ଆରମ୍ଭ କରିଛନ୍ତି।