Public App Logo
Jansamasya
हादसा
News
पुलिस
Maharashtra
Bjp
National
Police
Bihar
कांग्रेस
बीजेपी
Uttar_pradesh
Accident
Congress
Modi
Delhi
Viral
Crime
Up
अमित_शाह
Bollywood
दिल्ली
Breakingnews
Narendramodi
Madhya_pradesh
Mp
Nsui
उत्तरप्रदेश
Pmmodi
Telangana

ଗୋବିନ୍ଦପୁର: ବାମରା ଟ୍ରଷ୍ଟ ଫଣ୍ଡ କଲେଜରେ ଯୌନ ନିର୍ଯାତନା ବିରୋଧରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

Govindpur, Sambalpur | Aug 13, 2025
ବାମରା ଟ୍ରଷ୍ଟ ଫଣ୍ଡ କଲେଜ ଠାରେ ବୁଧବାର ଦିନ ଯୌନ ନିର୍ଯ୍ୟାତନା, ରେଗିଙ୍ଗ, ଅତ୍ୟାଚାର ଓ ଅନ୍ୟାନ୍ୟ ହିଂସା ବିରୋଧ ରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ଏଥିରେ କୁଚିଣ୍ଡା ଏସଡିପିଓ ପ୍ରଦୀପ କୁମାର ଦାସ, ଗୋବିନ୍ଦପୁର ଥାନା ଅଧିକାରୀ ରାଜେନ୍ଦ୍ର କୁମାର ବେହେରା, ଏସଆଇ ଦେବଯାନୀ ଛତର ଓ ଗଡପୋଷ ଫାଣ୍ଡି ଅଧିକାରୀ ଅମୂଲ୍ୟ ଗଡନାୟକ ଉପସ୍ଥିତ ରହି ଛାତ୍ରୀ ମାନଙ୍କୁ ଅତ୍ୟାଚାର ବିରୋଧ ରେ ଲଢିବା ପାଇଁ ପ୍ରେରିତ କରିଥିଲେ।