ବୌଦ୍ଧ ସଦର: ଖୁଣ୍ଟବନ୍ଧ ଠାରେ ଜିଲ୍ଲାରେ ସାର ସଙ୍କଟ ସମ୍ପର୍କରେ ନିଜ ପ୍ରତିକ୍ରିୟା ଦେଲେ ସମବାୟ ବିଭାଗର ଉପ ନିବନ୍ଧକ
ରବିବାର ବୌଦ୍ଧ ଜିଲ୍ଲାରେ ୟୂରିଆ ସାରର ସଙ୍କଟ ଓ ବିତରଣ ସମ୍ପର୍କରେ ଖୁଣ୍ଟବନ୍ଧ ଠାରେ ପ୍ରତିକ୍ରିୟା ଦେଇଛନ୍ତି ସମବାୟ ସମିତି ସମୁହର ଉପ ନିବନ୍ଧକ ଫକିର ମୋହନ ବାଘ l ଆବଶ୍ୟକ ସାର ଯୋଗାଣ ପାଇଁ ସରକାରଙ୍କୁ ଅନୁରୋଧ କରାଯାଇଛି ଓ ଦିନେ ଦୁଇ ଦିନ ମଧ୍ୟରେ ଅତିରିକ୍ତ ସାର ଜିଲ୍ଲାରେ ପହଞ୍ଚି ଯିବ ବୋଲି ସୂଚନା ଦେଇଛନ୍ତି l