ତେଲକୋଇ: ଜଗମୋହନପୁର ସିଙ୍କୁଳାବାହାଳରେ ପଲୁଆ ହାତୀ ଆତଙ୍କ ତୁରୁକାଣି ଜଙ୍ଗଲରେ ପଲୁଆ ହାତୀ ସାତଦୀନ ରୁ ଅଧିକ ଦିନ ଡେରା ପକାଇ
ଜଗମୋହନପୁର ସିଙ୍କୁଳାବାହାଳରେ ହାତୀ ଆତଙ୍କ ତୁରୁକାଣି ଜଙ୍ଗଲରେ ପଲୁଆ ହାତୀ ସାତଦୀନ ରୁ ଅଧିକ ଦିନ ଡେରା ପକାଇ ସିଙ୍କୁଳାବାହାଳ, କାକୁଡ଼ିଅମ୍ବା,ଜଗମୋହନପୁର ସରୁଆଳି ଅଞ୍ଚଳରେ ଧାନଫସଲ ନଷ୍ଟ କରୁଛନ୍ତି ,ହାତୀଙ୍କୁ ଅନ୍ୟତ୍ର ସ୍ଥାନାନ୍ତରିତ କରିବାକୁ ବନ ବିଭାଗର ଆପ୍ରାଣ ଚେଷ୍ଟା , ହାତୀଙ୍କୁ କଡା ନଜର ରଖିଛି ବନବିଭାଗ , ଏବେ ଧାନ ଅମଳ କରିବାକୁ ଚାଷୀ ପ୍ରସ୍ତୁତ ଥିବାବେଳେ ଦାଉ ସାଜିଛି ହାତୀ ଆତଙ୍କ । ଆଜି ସଂଧ୍ୟା ସାତଟା ସମୟର ସୂଚନା ।