ଢେଙ୍କାନାଳ ସଦର: ଢେଙ୍କାନାଳ ସହର ଗୋପବନ୍ଧୁ ଟାଉନ୍ ହଲ୍ ଠାରେ ଇ ବୁକ୍ସ ଇନଷ୍ଟିଚ୍ୟୁଟ ଆନୁକୁଲ୍ୟରେ ନବାଗତ ଛାତ୍ରଛାତ୍ରୀଙ୍କୁ ସ୍ୱାଗତ ଉତ୍ସବ ଅନୁଷ୍ଠିତ
ଇ ବୁକସ ଇନଷ୍ଟିଚ୍ୟୁଟରେ ସ୍ୱାଗତ ଉତ୍ସବ ଅନୁଷ୍ଠିତ ଢେଙ୍କାନାଳ ସହର ଗୋପବନ୍ଧୁ ଟାଉନ୍ ହଲ୍ ଠାରେ ଇ ବୁକ୍ସ ଇନଷ୍ଟିଚ୍ୟୁଟ ଆନୁକୁଲ୍ୟରେ ବାର୍ଷିକ ଉତ୍ସବ ଅନୁଷ୍ଠିତ ଆଜି ତା ୧୦।୯ରିଖ ପୂର୍ବାହ୍ନ ୧୧ ଘଣ୍ଟା ସମୟରେ ଥ୍ୱହୋଇଯାଇଛି। ଏହି ଅବସରରେ ପ୍ରଥମ ବର୍ଷ ନବାଗତ ଛାତ୍ରଛାତ୍ରୀଙ୍କୁ ସ୍ୱାଗତ କରା ଯାଇଥିଲା। ଏହି କାର୍ଯ୍ୟକ୍ରମରେ ପୈ।ରାଧ୍ୟକ୍ଷା ଜୟନ୍ତୀ ପାତ୍ର ଅତିଥି ଭାବେ ଯୋଗଦେଇ ଥିଲେ। କଲେଜ ଅଧ୍ୟକ୍ଷ ସମେତ ସମସ୍ତ ଅଧ୍ୟାପକ ଅଧ୍ୟାପିକା ଓ କର୍ମଚାରୀମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହାୟତା କରିଥିଲେ।