Public App Logo
Jansamasya
News
पुलिस
Maharashtra
Bjp
National
Police
Bihar
बिहार
कांग्रेस
Congress
Modi
Delhi
Viral
Jharkhand
Up
अमित_शाह
Bollywood
Breakingnews
Narendramodi
Madhya_pradesh
Pmmodi
Rahulgandhi
यूपी
Uttarpradesh
Haryana
Cricket
Lucknow
Uttarakhand
Sambalpur

ଦେବଗଡ: କଂଟାବାହାଳ ଗ୍ରାମରେ କୃଷକଙ୍କ ନିମନ୍ତେ ଏଲ୍‌ଆର୍‌ଆଇ ଯାତ୍ରାର ଚତୁର୍ଥ ଦିବସରେ ସଚେତନତା କାର୍ଯ୍ୟକ୍ରମ

ବିଶ୍ୱ ବ୍ୟାଙ୍କ ସହାୟତାରେ ମୃତିକା ସଂରକ୍ଷଣ ଓ ଜଳ ବିଭାଜିକା ଉନ୍ନୟନ ନିର୍ଦ୍ଦେଶାଳୟ ମାଧ୍ୟମରେ କାର୍ଯ୍ୟକାରୀ ହେଉଥିବା ‘ରିୱାର୍ଡ’ ପ୍ରକଳ୍ପର ଅଂଶବିଶେଷ ସ୍ୱରୂପ ଦେବଗଡ ଜିଲ୍ଲାରେ ଚାଷୀଙ୍କୁ ସଚେତନ ପାଇଁ ଗତ ୨ ତାରିଖ ଠାରୁ ଆରମ୍ଭ ହୋଇଥିବା ଏଲ୍‌ଆର୍‌ଆଇ ଯାତ୍ରା ଆଜି ଚତୁର୍ଥ ଦିବସରେ ପହଂଚିଛି । ଏହି ଅବସରରେ ରିଆମାଳ ବ୍ଲକ କଂଟାବାହାଳ ଗ୍ରାମରେ ଜଳ ବିଭାଜିକା ପ୍ରକଳ୍ପର ପ୍ରକଳ୍ପ ନିର୍ଦ୍ଦେଶକ ଦେବାଶିଷ ଚନ୍ଦ୍ର ଜଗଦ୍ଦେବଙ୍କ ଅଧ୍ୟକ୍ଷତାରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା ।

MORE NEWS

ଦେବଗଡ: କଂଟାବାହାଳ ଗ୍ରାମରେ କୃଷକଙ୍କ ନିମନ୍ତେ ଏଲ୍‌ଆର୍‌ଆଇ ଯାତ୍ରାର ଚତୁର୍ଥ ଦିବସରେ ସଚେତନତା କାର୍ଯ୍ୟକ୍ରମ - Debagarh News