Public App Logo
Jansamasya
News
पुलिस
Maharashtra
Bjp
National
Police
Bihar
बिहार
कांग्रेस
Congress
Modi
Delhi
Viral
Jharkhand
Up
अमित_शाह
Bollywood
Breakingnews
Narendramodi
Madhya_pradesh
Pmmodi
Rahulgandhi
यूपी
Uttarpradesh
Haryana
Cricket
Lucknow
Uttarakhand
Sambalpur

ଦେବଗଡ: ପଳସମା ନିକଟରେ ବାଇକ ଦୁର୍ଘଟଣାରେ ଲକ୍ଷ୍ମୀପୁର ଗ୍ରାମର ଯୁବକ ଆହତ

ବାଇକ ଦୁର୍ଘଟଣାରେ ଜଣେ ଯୁବକ ଆହତ । ଦେବଗଡ ଜିଲ୍ଲା କୁଣ୍ଢେଇଗୋଳା ଥାନା ପଳସମା ନିକଟରେ ଭାରସାମ୍ୟ ହରାଇ ବାଇକ ଦୁର୍ଘଟଣା ହୋଇଥିଲା । ଏଥିରେ ଲକ୍ଷ୍ମୀପୁର ଗ୍ରାମର ମାହାର୍ଗା ଭୋଇ ଆହତ ହୋଇଛନ୍ତି । ମାହାର୍ଗା ବାଇକରେ ଏକୁଟିଆ ଯାଉଥିବା ବେଳେ ଭାରସାମ୍ୟ ହରାଇ ବାଇକ ସହିତ ରାସ୍ତାରେ ଛିଟିକି ପଡିଥିଲେ । ଫଳରେ ତାଙ୍କ ମୁଣ୍ଡ ଏବଂ ମୁହଁରେ ଆଘାତ ଲାଗିବା ସହିତ ରକ୍ତ ସ୍ରାବ ହୋଇଥିଲା । ସ୍ଥାନୀୟ ଲୋକ ତାଙ୍କୁ ଉଦ୍ଧାର କରି ଛତାବର ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ପଠାଇଥିଲେ । ସେଠାରେ ପ୍ରାଥମିକ ଚିକିତ୍ସା ପରେ ଉଚ୍ଚତର ଚିକିତ୍ସା ପାଇଁ ଦେବଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପଠାଯାଇଥିଲା ।

MORE NEWS

ଦେବଗଡ: ପଳସମା ନିକଟରେ ବାଇକ ଦୁର୍ଘଟଣାରେ ଲକ୍ଷ୍ମୀପୁର ଗ୍ରାମର ଯୁବକ ଆହତ - Debagarh News