Public App Logo
Jansamasya
National
Bihar
Madhya_pradesh
Indianrailways
Patanjali
New_delhi
Chandigarh
South_delhi
Shahdara
Beattheheat
���हीद_दिवस
North_east_delhi
Nagaland
East_delhi
Tbmuktbharat
North_delhi
West_delhi
Notoadulteration
Railinfra4uttarpradesh
Railone
North_west_delhi
���िश्व_जल_दिवस
Capacitybuilding
Educationforall
Worldwaterday
Chaitranavratri
Railsafety
���ंतर्राष्ट्रीय_वन_दिवस
Thodadhyanse

ଦେବଗଡ: କୁଣ୍ଢେଇଗୋଳା ଥାନା ଅଂଚଳରେ ଦମ୍ପତି କୀଟନାଶକ ଖାଇ ଆତ୍ମହତ୍ୟା ଘଟଣାର କାରଣ କହିଲେ ଦେବଗଡ ଏସ୍‌ପି

ଦେବଗଡ ଜିଲ୍ଲା କୁଣ୍ଢେଇଗୋଳା ଥାନା ଅଂଚଳରେ ଦମ୍ପତି କୀଟନାଶକ ଖାଇ ଆତ୍ମହତ୍ୟା ଘଟଣାର ସତ ସାମ୍ନାକୁ ଆସିଛି । ବିବାହ ପୂର୍ବରୁ ସ୍ତ୍ରୀଙ୍କର ଆପତିଜନକ ଫଟୋ ଭାଇରାଲ ହୋଇଥିଲା । ଫଟୋ ଭାଇରାଲ ହୋଇଥିବା ନେଇ କୁଣ୍ଢେଇଗୋଳା ଥାନାରେ ଏକ ଅଭିଯୋଗ ହୋଇଥିବା ବେଳେ ପ୍ରାୟ ୭ ବର୍ଷ ପୂର୍ବରୁ ଜଣେ ଯୁବକଙ୍କୁ ଗିରଫ କରି ପୋଲିସ କୋର୍ଟଚାଲାଣ କରିଥିଲା । ବିବାହ ପରେ ଏହି ଘଟଣାକୁ କେନ୍ଦ୍ର କରି ସ୍ୱାମୀ ଓ ସ୍ତ୍ରୀ ମଧ୍ୟରେ ବିଭିନ୍ନ ସମୟରେ ମତାନ୍ତର ଲାଗି ରହୁଥିଲା ।