ନବରଙ୍ଗପୁର ପୋଲିସ ଷ୍ଟେସନ: ହିର୍ଲି ସ୍ଥିତ ବାରିକ ସଙ୍ଘର କାର୍ଯ୍ୟାଳୟ ରେ ଅର୍ଣ୍ଣ ପ୍ରସାଦ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ
ହିର୍ଲି ସ୍ଥିତ ବାରିକ ସଙ୍ଘର କାର୍ଯ୍ୟାଳୟ ରେ ଅର୍ଣ୍ଣ ପ୍ରସାଦ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ନବରଙ୍ଗପୁର ଜିଲ୍ଲା ବାରିକ ସଂଘ ପକ୍ଷରୁ ଆଜି ନବରଙ୍ଗପୁର ସହର ସ୍ଥିତ ହିର୍ଲି ଠାରେ ମହାଆଡମ୍ବରରେ ଅନ୍ନ ପ୍ରସାଦ ସେବନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଛୋଟ ବଡ ସମସ୍ତ ସଦସ୍ୟ ମିଶି ବହୁ ଆନନ୍ଦ ର ସହ କାର୍ଯ୍ୟକ୍ରମ ଆୟୋଜନ କରିଥିଲେ। 3000ରୁ ଅଧିକ ଭକ୍ତ ଅନ୍ନ ପ୍ରସାଦ ସେବନ କରିଥିଲେ। କାର୍ଯ୍ୟକ୍ରମ ରେ ମାନ୍ୟବର ବିଧାୟକ ଶ୍ରୀ ଗୈରିଶଙ୍କର ମାଝି ଉପସ୍ଥିତ ରହି ପ୍ରସାଦ ସେବନ କରିଥିଲେ।