କୋରାପୁଟ ଶାବର ଶ୍ରୀକ୍ଷେତ୍ର ଜଗନ୍ନାଥ ମନ୍ଦିରର ନୂତନ ପରିଚାଳନା କମିଟିର କର୍ମକର୍ତ୍ତା ଚୟନକୁ ନେଇ ବିବାଦ ଦେଖାଦେଇଛି।
ଆଇନଜୀବୀ ଅଶୋକ ଷଡ଼ଙ୍ଗୀ ଏହି ଚୟନ ପ୍ରକ୍ରିୟା ପ୍ରତି ଅସନ୍ତୋଷ ପ୍ରକାଶ କରି କହିଛନ୍ତି ଯେ, ମନ୍ଦିର ପରିଚାଳନାରେ ରାଜନୈତିକ ହସ୍ତକ୍ଷେପ ବଢ଼ୁଥିବାରୁ ଦୁର୍ନୀତିର ଗନ୍ଧ ବାରି ହେଉଛି। ମନ୍ଦିର ପରିଚାଳନା ସ୍ୱଚ୍ଛ, ନିରପେକ୍ଷ ଏବଂ ଭକ୍ତମାନଙ୍କ ବିଶ୍ୱାସକୁ ସମ୍ମାନ ଦେଇ ପରିଚାଳିତ ହେବା ଆବଶ୍ୟକ ବୋଲି ସେ ମତ ପ୍ରକାଶ କରିଛନ୍ତି।
ଏହି ପ୍ରସଙ୍ଗରେ ଆପଣଙ୍କ ମତ କ'ଣ? କମେଣ୍ଟ କରି ନିଜ ମତାମତ ଜଣାନ୍ତୁ।
#Koraput #JagannathTemple #ShabarSrikhetra #Odisha #KoraputNews