ବୌଦ୍ଧ ସଦର: ସୁବର୍ଣ୍ଣପୁର ପୋଲିସ ଦ୍ଵାରା ଗଂଜେଇ ଚାଲାଣ ସମ୍ପୃକ୍ତି ରେ ବୌଦ୍ଧ ରୁ ଧରାପଡିଲେ 5ମାଫିଆ ଖଣ୍ଡାହତା ନିକଟରେ ଡରିଥିଲା ପୋଲିସ
ସୁବର୍ଣ୍ଣପୁର ପୋଲିସ ଦ୍ଵାରା ଗଂଜେଇ ଚାଲାଣ ସମ୍ପୃକ୍ତି ରେ ବୌଦ୍ଧ ରୁ ଧରାପଡିଲେ 5ମାଫିଆ ସୁବର୍ଣ୍ଣପୁର ପୁର ପୋଲିସ ଦ୍ଵାରା 2ଟି କାରଗାଡି ରୁ 60kg ଗଂଜେଇ ଜବତ କରି 9ଜଣ ଗଂଜେଇ ମାଫିଆ କୁ ଗିରଫ କରି ମାମାଳା ରୁଜୁ କରି କୋଟଚାଲାଣ କରିଛି I ତେତେ 9ଜଣ ଗଂଜେଇ ମାଫିଆ ଙ୍କ ମଧ୍ୟରୁ 5ଜଣ ମାଫିଆ ବୌଦ୍ଧ ଜିଲ୍ଲାରୁ ରହିଥିବା ନେଇ ପୋଲିସ ସୂଚନାଦେଇଛି I