ମଙ୍ଗଳବାର ଦିନ ବୌଦ୍ଧ ବ୍ଲକ ବଘିଆ ପଡା ମଣ୍ଡିରେ 20 ଜଣ ଚାଷୀଙ୍କ 865 କ୍ବିଣ୍ଟlଲ୍ ଧାନ ଗତ 2 ଦିନ ହେଲା କ୍ରୟ ନ ହୋଇ ଶୀତ କାକରରେ ଚାଷୀ ମାନେ ଧାନକୁ ଜଗି ପଡି ରହିଥିବା ଦେଖିବାକୁ ମିଳିଛି l ଉକ୍ତ ମଣ୍ଡିରେ ଗତ ଡିସେମ୍ବର୍ 29 ତାରିଖ ଦିନ ଖରିଫ ଧାନ ମଣ୍ଡି ଆରମ୍ଭ ହୋଇଥିବା ବେଳେ ଜାନୁଆରୀ ପ୍ରଥମ ସପ୍ତାହରେ ହିଁ ମିଲର ମାନଙ୍କ ଆନ୍ଦୋଳନ ଯୋଗୁଁ ଚାଷୀ ସମସ୍ୟାରେ ପଡିଛନ୍ତି | ଏ ସମ୍ପର୍କରେ ପ୍ରତିକ୍ରିୟା ଦେଇଛନ୍ତି ଏ ଆର ସି ଏସ ବୌଦ୍ଧ l