ପାରଳାଖେମୁଣ୍ଡି: ସରକାରୀ ଏସ୍ ଏସ୍ ଡି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରାୟଗଡ଼ ଠାରେ ପ୍ରତିଯୋଗିତା ଦ୍ଵାରା ଖେଳାଳୀ ଚୟନ କାର୍ଯ୍ୟକ୍ରମ।
ଆଜି ଗଜପତି ଜିଲ୍ଲା ରାୟଗଡ ବ୍ଲକ ଅନ୍ତର୍ଗତ ସରକାରୀ ଏସ୍ ଏସ୍ ଡି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରାୟଗଡ଼ ଠାରେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଆନୁକୁଲ୍ୟରେ ଜିଲ୍ଲା ସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡା ପ୍ରତିଯୋଗିତା ର ହକି, ହ୍ୟାଣ୍ଡ ବଲ୍,ନେଟ୍ ବଲ୍,ତୀର ଚାଳନା, ସନ୍ତରଣ,ଭାର ଉତ୍ତୋଳନ, ସ୍କେଟିଙ୍ଗ ର ଚୟନ ଶିବିର ଅନୁଷ୍ଠିତ ହୋଇ ଯାଇଛି। ଏହି ଚୟନ ପ୍ରକିୟା ରେ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟ ରୁ ମୋଟ ୧୬୨ଜଣ ବାଳକ ଓ ବାଳିକା ଭାଗ ନେଇ ଥିଲେ। ଏଥିରୁ ୧୪ଓ ୧୭ ବର୍ଷ ରୁ କମ ଉଭୟ ବାଳକ ଓ ବାଳିକା ଦଳ ରାଜ୍ୟ ସ୍ତରରେ ଆୟୋଜନ ହେବାକୁ ଥିବା କ୍ରୀଡା ପ୍ରତିଯୋଗିତା ରେ ଅଂଶ ଗ୍ରହଣ କ