ପରଜଙ୍ଗ: ବାରିହାପୁର ଗାଁରୁ ନବବଧୂଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ
ବାରିହାପୁର ଗାଁରୁ ନବବଧୂଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ। ପରଜଙ୍ଗ ଥାନା ବାରିହାପୁର ଗାଁରେ ଖୁଲନ୍ତା ଅବସ୍ଥାରେ ଜଣେ ନବ ବଧୂର ମୃତ ଦେହ ଉଦ୍ଧାର କରାଯାଇଛି। ମୃତକ ଜଣଙ୍କ ବାରିହାପୁର ଗାଁର ଅନିତା ବାରିକ। ଅନିତା ଆଜକୁ ୮ ମାସ ତଳେ ବୈଦିକ ରୀତିରେ ବାରିହାପୁର ଗାଁର ଶ୍ରୀକାନ୍ତ ବାରିକକୁ ବିବାହ କରିଥିଲେ। ତେବେ ଯୌତୁକ ଜନିତ କାରଣରୁ ତାଙ୍କୁ ତାଙ୍କ ସ୍ୱାମୀ ଏବଂ ପରିବାର ଲୋକେ ନିର୍ଯ୍ୟାତନା ଦେଇ ଆସୁଥିବା ଥାନାରେ ଅଭିଯୋଗ ହୋଇଛି। ଯାହାକୁ ନେଇ ସ୍ୱାମୀ ଶ୍ରୀକାନ୍ତ ବାରିକ ଏବଂ ପରିବାର ଲୋକ ମିଶି ଅନିତାଙ୍କୁ ହତ୍ୟା କରିଥିବା ପରିବାର ଲୋକ ପ୍