ସୁନ୍ଦରଗଡ ସହର: ଜିଲ୍ଲା କ୍ରୀଡା ସଂସଦ ପକ୍ଷରୁ ଆୟୋଜିତ ଭବାନୀ ପୁର ସ୍ପୋର୍ଟସ କମ୍ପଲେକ୍ସ ଠାରେ ୪୨ ତମ ରାଜ୍ୟ ସ୍ତରୀୟ ସାଇକଲ ଚାମ୍ପିଅନସିପ ଉଦଯାପିତ
ସୁନ୍ଦରଗଡ ସୋମବାର ଅପରାହ୍ନ ୪ ଟା ସମୟରେ ଜିଲ୍ଲା କ୍ରୀଡା ସଂସଦ ପକ୍ଷରୁ ଭବାନୀ ପୁର ସ୍ପୋର୍ଟସ କମ୍ପ୍ଲେକ୍ସ ରେ ଆୟୋଜିତ ୪୨ ତମ ରାଜ୍ୟ ସ୍ତରୀୟ ସାଇକଲ ଚାମ୍ପିଅନସିପ ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି